|
|
Breaking
बीजेपी सांसद बृजभूषण सिंह की अयोध्या में होने वाली रैली रद्द, प्रशासन से नहीं मिली इजाजतCorona second wave: बुखार न हो तो कैसे पहचाने कोरोना है या नहीं? ये 10 लक्षण हैं बड़े संकेतभारत एशिया का चौथा सबसे शक्तिशाली देश, हिंदुस्तान का रक्षा नेटवर्क चीन से इक्कीसखुशखबरी : दिल्ली सरकार ने इलेक्ट्रिक वाहनों का पंजीकरण शुल्क किया माफकेंद्रीय मंत्री रामविलास पासवान का निधन, देर शाम पटना लाया जा रहा पार्थिव शरीरबाहुबली अनंत सिंह ने RJD से किया नामांकन, कल तक तेजस्वी के लिए थे असामाजिक तत्वशनि और मंगल करें सुंदरकांड का पाठ, शनि दशा में भी मिलता है फायदाBihar Election 2020: महागठबंधन में 144 पर RJD तो 70 पर लड़ेगी कांग्रेस, VIP बोली- मंजूर नहींपीएम मोदी ने ‘वैभव’ समिट की शुरुआत की, कहा- युवाओं में विज्ञान के प्रति रुचि बढ़ाने की दरकाररोहित शर्मा ने ठोका तूफानी अर्धशतक, तोड़ दिया शिखर धवन का रिकॉर्ड
EPFO Organizes Prime Minister Rojgar Yojana Meeting at RIMS, Rourkela
ଗତକାଲି ଛେଣ୍ଡସ୍ଥିତ RIMS କଲେଜ ପରିସରରେ Employees' Provident Fund Organisation (EPFO), ରାଉରକେଲା ପକ୍ଷରୁ “ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶବ୍ୟାପୀ ୨୦୦ଟି ପ୍ରଭିଡେଣ୍ଟ ଫଣ୍ଡ ...କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଏକକାଳୀନ ଭାବେ ପାଳିତ ହୋଇଥିଲା।
ରାଉରକେଲାରେ ଆୟୋଜିତ ସମାରୋହରେ ରଘୁନାଥପାଲ୍ଲୀର ମାନ୍ୟବର ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ, Regional Provident Fund Commissioner ଶ୍ରୀ ସୁଜିତ କୁମାର ଏବଂ ଶ୍ରୀ ପ୍ରକାଶ ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। Public Relations Officer ଶ୍ରୀ ତ୍ରିନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଉରକେଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ କର୍ମସଂସ୍ଥାନର ନିଯୁକ୍ତିଦାତାମାନଙ୍କ ସହ ବହୁ ସଂଖ୍ୟକ କର୍ମଚାରୀ ଏହି ସମାରୋହରେ ଯୋଗଦେଇଥିଲେ।ପୂର୍ବରୁ ପ୍ରଭିଡେଣ୍ଟ ଫଣ୍ଡ ସେଟଲମେଣ୍ଟ ପ୍ରକ୍ରିୟାରେ ବିଭିନ୍ନ ପ୍ରକାର ବିଳମ୍ବ ଦେଖାଯାଉଥିଲା । କିନ୍ତୁ ଡିଜିଟାଲ ବ୍ୟବସ୍ଥାର ପ୍ରଚଳନ ପରେ କର୍ମଚାରୀମାନଙ୍କ ସମସ୍ୟାର ଶୀଘ୍ର ଓ ସହଜ ସମାଧାନ ସମ୍ଭବ ହୋଇପାରୁଛି । ନିଜର ୭୪ ବର୍ଷର ଯାତ୍ରାକାଳ ମଧ୍ୟରେ EPFO ଅନେକ ଜନହିତକର ଓ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଆସିଛି । ଆଜିର ଏହି କାର୍ଯ୍ୟକ୍ରମ ଭାରତକୁ ଏକ ସଶକ୍ତ, ସ୍ମାର୍ଟ ଓ ଡିଜିଟାଲ ରାଷ୍ଟ୍ର ଭାବେ ଗଢ଼ିତୋଳିବା ଦିଗରେ ଆହୁରି ଏକ ସକାରାତ୍ମକ ପଦକ୍ଷେପ ବୋଲି ମୁଁ ବିଶ୍ୱାସ କରେ ।
ଏହି ଅବସରରେ ବହୁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ୨୦୨୭ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ହିତାଧିକାରୀ ଓ ଅନ୍ୟ ସହାୟକ ସଂସ୍ଥା ର ପ୍ରତିନିଧି ଉପସ୍ଥିତ ଥିଲେ।
#rourkela
#sundargarh
#odishaShow More
विज्ञापन बॉक्स (विज्ञापन देने के लिए संपर्क करें)
|
लाइव क्रिकेट
|







